ଓଡିଶା

odisha

ETV Bharat / city

ପୋଲିସଙ୍କୁ ମିଳିଲା 2 ଚକିଆ ଯାନ, ଶିଶୁ ସୁରକ୍ଷାରେ ହେବ ସହାୟକ - ପୋଲିସ କର୍ମଚାରୀଙ୍କୁ ମିଳିଲା 2 ଚକିଆ ଯାନ

କମିଶନରେଟ ପୋଲିସରେ କାର୍ଯ୍ୟରତ ମହିଳା ଓ ଶିଶୁ ହେଲପଡେସ୍କର କର୍ମଚାରୀଙ୍କୁ ମିଳିଲା ଦୁଇ ଚକିଆ ଯାନ। ସହରର ସମସ୍ତ ଥାନାକୁ ଗୋଟିଏ ଲେଖାଏଁ ଦୁଇ ଚକିଆ ଯାନ ଯୋଗାଇ ଦିଆଯାଇଛି। ଅଧିକ ପଢନ୍ତୁ...

ପୋଲିସ କର୍ମଚାରୀଙ୍କୁ ମିଳିଲା 2 ଚକିଆ ଯାନ, ଶିଶୁ ସୁରକ୍ଷାରେ ହେବ ସହାୟକ
ପୋଲିସ କର୍ମଚାରୀଙ୍କୁ ମିଳିଲା 2 ଚକିଆ ଯାନ, ଶିଶୁ ସୁରକ୍ଷାରେ ହେବ ସହାୟକ

By

Published : Jan 12, 2021, 5:41 PM IST

କଟକ: କମିଶନରେଟ ପୋଲିସରେ କାର୍ଯ୍ୟରତ ମହିଳା ଓ ଶିଶୁ ହେଲପଡେସ୍କର କର୍ମଚାରୀଙ୍କୁ ମିଳିଲା ଦୁଇ ଚକିଆ ଯାନ। ସହରର ସମସ୍ତ ଥାନାକୁ ଗୋଟିଏ ଲେଖାଏଁ ଦୁଇ ଚକିଆ ଯାନ ଯୋଗାଇ ଦିଆଯାଇଛି। ନିର୍ଭୟା ଫଣ୍ଡ ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଇଛି।

ପୋଲିସ କର୍ମଚାରୀଙ୍କୁ ମିଳିଲା 2 ଚକିଆ ଯାନ, ଶିଶୁ ସୁରକ୍ଷାରେ ହେବ ସହାୟକ

କେବଳ ମହିଳା ଓ ଶିଶୁଙ୍କ ସେବା ଦେବା ପାଇଁ ଏହା ବ୍ୟବହାର କରାଯିବ ବୋଲି କଟକ ଡିସିପି କହିଛନ୍ତି। ବିଶେଷକରି ଶିଶୁଙ୍କୁ ଉଦ୍ଧାର କରିବା ଓ ମହିଳାଙ୍କୁ ସୁରକ୍ଷା ଦେବାରେ ଏହା ବେଶ ସୁବିଧା ଦାୟକ ହେବ ବୋଲି ଡିସିପି କହିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ସହରରେ ୧୮ ଟି ଦୁଇ ଚକିଆ ଯାନ ପ୍ରଦାନ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details