କଟକ: ସିଡିଏ ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର 2 ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଉଭୟଙ୍କୁ ନିକଟସ୍ଥ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ବାସ୍ଥ୍ୟ କେନ୍ଦ୍ରର 30 ଜଣଙ୍କ ସଂଗ୍ରହ କରାଗଲା ସ୍ବାବ ।
କଟକକୁ କୋରୋନା ଭୟ, ପୁଣି 2 ସ୍ବାସ୍ଥକର୍ମୀ ପଜିଟିଭ୍ ଚିହ୍ନଟ - ସ୍ବାସ୍ଥକର୍ମୀ ପଜିଟିଭ୍ ଚିହ୍ନଟ
ସିଡିଏ ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର 2 ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
![କଟକକୁ କୋରୋନା ଭୟ, ପୁଣି 2 ସ୍ବାସ୍ଥକର୍ମୀ ପଜିଟିଭ୍ ଚିହ୍ନଟ two-health-staff-found-corona-positive-in-cuttack](https://etvbharatimages.akamaized.net/etvbharat/prod-images/768-512-7481608-thumbnail-3x2-cnbasc.jpg)
କଟକକୁ କୋରୋନା ଭୟ, ପୁଣି 2 ସ୍ବାସ୍ଥକର୍ମୀ ପଜିଟିଭ୍ ଚିହ୍ନଟ
ଏହା ସହ ଅନ୍ୟ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ପୂର୍ବରୁ ସିଟି ମେଡିକାଲର ଜଣେ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ