କଟକ: ମହାନଦୀରେ ଭାସିଗଲେ ହାତୀପଲ । ମହାନଦୀ ପାର ହେଉଥିବା ବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିବା ଜଣାପଡିଛି। ଦୁଇଟି ହାତୀ ମୁଣ୍ଡଳୀ ବ୍ରିଜ ନିକଟରେ ଲାଖି ରହିଥିବା ବେଳେ ଆଉ ୬ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ ରେଞ୍ଜର ନୂଆଶାସନ ଗାଁ ନିକଟରେ ଲାଗଛନ୍ତି।
ମହାନଦୀରେ ଭାସିଗଲେ ହାତୀପଲ, ମୁଣ୍ଡଳିରେ ଲାଖିଛନ୍ତି 2 - cuttack news
ମହାନଦୀରେ ଭାସିଗଲେ ହାତୀପଲ । ମହାନଦୀ ପାର ହେଉଥିବା ବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିବା ଜଣାପଡିଛି। ଦୁଇଟି ହାତୀ ମୁଣ୍ଡଳୀ ବ୍ରିଜ ନିକଟରେ ଲାଖିଛନ୍ତି । ଅଧିକ ପଢନ୍ତୁ...

ମହାନଦୀ ପାର ହେବା ବେଳେ ଭାସିଗଲେ ହାତୀ
ମହାନଦୀ ପାର ହେବା ବେଳେ ଭାସିଗଲେ ହାତୀ
ମୁଣ୍ଡଳି ବ୍ରିଜରେ ଲାଖିଥିବା ହାତୀଟିକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ସାହାଯ୍ୟରେ ଚେଷ୍ଟା କରୁଛି ବନବିଭାଗ । ତେବେ ଆଠଗଡ ପଟୁ ୧୭ ଟିକିଆ ହାତୀ ପଲ ମହାନଦୀ ପାରି ହେଉଥିବା ବେଳେ ୭ଟି ହାତୀ ଭାସି ଯାଇଥିବା ଆଠଗଡ ରେଞ୍ଜର ସୂଚନା ଦେଇଛନ୍ତି।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ