ଓଡିଶା

odisha

ETV Bharat / city

ତ୍ରିନାଥ ମିଶ୍ରଙ୍କ ପତ୍ନୀଙ୍କୁ ଆଗୁଆ ଜାମିନ ଦେଲେ ହାଇକୋର୍ଟ - ତିପ୍ତୀମୟୀ ମିଶ୍ରଙ୍କୁ ଆଗୁଆ ଜାମିନ

ତ୍ରିନାଥ ମିଶ୍ରଙ୍କ ପତ୍ନୀ ତିପ୍ତୀମୟୀ ମିଶ୍ରଙ୍କୁ ମିଳିଲା ଆଗୁଆ ଜାମିନ । ଆଗୁଆ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଅଧିକ ପଢନ୍ତୁ

ତ୍ରିନାଥ ମିଶ୍ରଙ୍କ ପତ୍ନୀଙ୍କୁ ଆଗୁଆ  ଜାମିନ  ଦେଲେ ହାଇକୋର୍ଟ
ତ୍ରିନାଥ ମିଶ୍ରଙ୍କ ପତ୍ନୀଙ୍କୁ ଆଗୁଆ ଜାମିନ ଦେଲେ ହାଇକୋର୍ଟ

By

Published : Mar 8, 2022, 6:06 PM IST

କଟକ:ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଆୟବର୍ହିଭୂତ ସମ୍ପତି ଠୁଳ ମାମଲା । ତ୍ରିନାଥ ମିଶ୍ରଙ୍କ ପତ୍ନୀ ତିପ୍ତୀମୟୀ ମିଶ୍ରଙ୍କୁ ମିଳିଲା ଆଗୁଆ ଜାମିନ । ଆଗୁଆ ଜାମିନ ପ୍ରଦାନ କଲେ ହାଇକୋର୍ଟ । ତ୍ରିନାଥଙ୍କ ସହ ତିପ୍ତୀମୟୀଙ୍କ ନାଁରେ ମଧ୍ୟ ମାମଲା ରୁଜ୍ଜୁ କରିଥିଲା ଭିଜିଲାନ୍ସ । ଆହବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ତ୍ରିନାଥ ମିଶ୍ର ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details