ଓଡିଶା

odisha

By

Published : Jun 12, 2021, 7:00 AM IST

ETV Bharat / city

ବିରୂପା ପୋଲ କାମ ଆରମ୍ଭ, ଜାଣନ୍ତୁ କେଉଁ ରୁଟ୍‌ରେ କରିବେ ଯାତାୟାତ

ବିରୂପା ପୋଲ କାମ ହେବା ନେଇ ଯାତାୟାତ ଉପରେ ରୋକ ଲାଗିଛି । ଟ୍ବିନ ସିଟିରେ ଆସନ୍ତା 16ରୁ ସେପ୍ଟେମ୍ବର 13 ପର୍ଯ୍ୟନ୍ତ ଯାତାୟାତ ବନ୍ଦ ରହିବ । ଅଧିକ ପଢନ୍ତୁ...

ବିରୂପା ପୋଲ କାମ ଆରମ୍ଭ, ଜାଣନ୍ତୁ କେଉଁ ରୁଟ୍‌ରେ କରିବେ ଯାତାୟାତ
ବିରୂପା ପୋଲ କାମ ଆରମ୍ଭ, ଜାଣନ୍ତୁ କେଉଁ ରୁଟ୍‌ରେ କରିବେ ଯାତାୟାତ

କଟକ: ବିରୂପା ପୋଲ କାମ ହେବା ନେଇ ଯାତାୟାତ ଉପରେ କଟକଣା । ଓଡିଶା ଅର୍ବାନ ପୋଲିସ ଆକ୍ଟ ଅନୁସାରେ, ଟ୍ବିନ ସିଟି ଟ୍ରାଫିକ ଓ ପବ୍ଲିକ ଅର୍ଡର 2008 ଧାରା 36 ଅନୁଯାୟୀ ସର୍ବସାଧାରଣଙ୍କ ଯାତାୟାତ ନିମନ୍ତେ ଲାଗୁ କରାଯାଇଛି କଟକଣା ।

ଭୁବନେଶ୍ବର ବାମ ପାର୍ଶ୍ଵରେ ଥିବା ବିରୂପା ପୋଲର ମରାମତି କରିବା ନିମନ୍ତେ ଆସନ୍ତା 16ରୁ ସେପ୍ଟେମ୍ବର 13 ପର୍ଯ୍ୟନ୍ତ ଯାତାୟାତ ବନ୍ଦ ରହିବ । ଜଗତପୁର ପଟୁ ମଙ୍ଗୁଳି ଆଡ଼କୁ ଆସୁଥିବା ସମସ୍ତ ପ୍ରକାର ଯାନ ମଝି ବିରୂପା ପୋଲ ଦେଇ ଯାତାୟାତ କରିପାରିବେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details