ଓଡିଶା

odisha

ETV Bharat / city

ଆରମ୍ଭ ହେଲା ଟ୍ରେନ ଟିକେଟ ବୁକିଂ, ଯାତ୍ରୀ ଖୁସ୍‌

ଆସନ୍ତା ମାସ 1 ତାରିଖରୁ ଚାଲିବାକୁ ଥିବା ଟ୍ରେନ ପାଇଁ ଶୁକ୍ରବାରଠାରୁ କଟକରେ ଆରମ୍ଭ ହୋଇଛି ଟିକଟ କରିବା ପ୍ରକ୍ରିୟା ।

By

Published : May 22, 2020, 11:55 PM IST

train-ticket-booking-has-begun-passengers-are-happy
ଆରମ୍ଭ ହେଲା ଟ୍ରେନ ଟିକେଟ ବୁକିଂ, ଯାତ୍ରୀ ଖୁସ୍‌

କଟକ: କଟକ ରେଳ ଷ୍ଟେସନରେ ଖୋଲିଲା ରିଜର୍ଭ ଟିକେଟ କାଉଣ୍ଟର । ଆସନ୍ତା ମାସ 1 ତାରିଖରୁ ଚାଲିବାକୁ ଥିବା ଟ୍ରେନ ପାଇଁ ଶୁକ୍ରବାର ଠାରୁ କଟକରେ ଆରମ୍ଭ ହୋଇଛି ଟିକଟ କରିବା ପ୍ରକ୍ରିୟା ।

ଆରମ୍ଭ ହେଲା ଟ୍ରେନ ଟିକେଟ ବୁକିଂ, ଯାତ୍ରୀ ଖୁସ୍‌

ସେଥିପାଇଁ ଯାତ୍ରୀମାନେ ସାମଜିକ ଦୂରତାକୁ ଆଖି ଆଗରେ ରଖି କାଟିଥିଲେ ସେମାନଙ୍କ ଟିକେଟ । ଆଉ ଖୁସିରେ ଆତ୍ମହରା ମଧ୍ୟ ହୋଇଥିଲେ । କାରଣ ଅନେକ ଦିନର ଅନ୍ତରାୟ ପରେ ଟ୍ରେନ ଯୋଗେ ଘରେ କିମ୍ବା ନିଜ କର୍ମ ନିଯୁକ୍ତି ସ୍ଥଳରେ ପହଞ୍ଚିବେ ଏମାନେ । ସେଥିପାଇଁ ବ୍ୟଗ୍ର ଓ ଉତ୍ସାହିତ ଢଙ୍ଗରେ ଟିକେଟ କରିଛନ୍ତି ଯାତ୍ରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details