ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ - ଶିଖରପୁର ଟ୍ରେନ ଦୁର୍ଘଟଣା

ମାଲବାହୀ ଟ୍ରେନଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ
12:53 September 16
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ
କଟକ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ । ଶିଖରପୁର ନିକଟରେ ଟ୍ରାକ୍ରୁ ଖସିଲା ଚକ । ତୈଳବାହି ଟ୍ରେନର ଗୋଟିଏ ବଗିର 4 ଟି ଚକ ଲାଇନଚ୍ୟୁତ୍ । ତେବେ ଗାଡିର ଗତି ଧିର ଥିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍ ।
ସୂଚନାଥାଉକି, ମାଲବାହୀ ଟ୍ରେନଟି ପାରାଦୀପ ଅଭିମୁଖେ ଯାଉଥିଲା । ହଠାତ ଶିଖରପୁର ଟ୍ରାକ ନିକଟରେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା । ସେପଟେ ଘଟଣାସ୍ଥଳରେ ରେଳ ଅଧକାରୀ ଓ ଆରପିଏଫ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ
Last Updated : Sep 16, 2020, 2:05 PM IST