କଟକ: ରାତି ପାହିଲେ ଉଦଘାଟନ ହେବ ଐତିହାସିକ କଟକ ବାଲିଯାତ୍ରା-2019 । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ମେଳା ଦେଖିବାକୁ ଆସୁଥିବା ଦର୍ଶକଙ୍କ ଗାଡି ପାର୍କିଂକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ୍ ଆଡଭାଇଜରି ।
ବାଲିଯାତ୍ରା ପାଇଁ ଜାରି ହେଲା ଟ୍ରାଫିକ ଆଡ଼ଭାଇଜରି - cuttack baliyatra
ଐତିହାସିକ ବାଲିଯାତ୍ରା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ ଆଡଭାଇଜରି ଜାରି ହୋଇଛି । ଅଧିକ ପଢନ୍ତୁ...
ଫାଇଲ ଫଟୋ
ଚଳିତବର୍ଷ 10ଟି ସ୍ଥାନକୁ ପାର୍କିଂ ପାଇଁ ଚୟନ କରିଛି କମିଶନରେଟ ପୋଲିସ । ଚୟନ ହୋଇଥିବା ସ୍ଥାନରେ 2 ଚକିଆ ଠୁ ଆରମ୍ଭ କରି 3 ଚକିଆ ଓ 4 ଚକିଆ ଯାନକୁ ପାର୍କିଂ ପାଇଁ ସାଧାରଣ ଜନତାକୁ ପରାମର୍ଶ ଦେଇଛି ପୋଲିସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ