କଟକ: ରାଜ୍ୟରେ ମୌସୁମୀ ଆଗମନ ପୂର୍ବରୁ ବ୍ଲୁ ପ୍ରିଣ୍ଟ ଶେଷ କରିଛି କଟକ ଜିଲ୍ଲା ପ୍ରଶାସନ । ଜୁନ ମାସରେ ମୌସୁମୀ ପ୍ରବେଶ ପୂର୍ବରୁ ମୁକାବିଲା ପାଇଁ ରୋଡ଼ ମ୍ୟାପ ସ୍ଥିର କରି ସାରିଛି କଟକ । ସମସ୍ତ ବିଧାୟକ, ମନ୍ତ୍ରୀ ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଜରୁରୀକାଳୀନ ବୈଠକ ପରେ ମୌସୁମୀ ମୁକାବିଲାରେ ସଫଳ ହେବାଲାଗି ଆଶା ରଖିଛନ୍ତି କଟକ ଜିଲ୍ଲାପାଳ ।
ମୌସୁମୀ ପୂର୍ବରୁ ବ୍ଲୁପ୍ରିଣ୍ଟ ଶେଷ, ସିଲଭର ସିଟିରେ ପଡିବନି ପ୍ରଭାବ - monsoon-will not harm
ରାଜ୍ୟରେ ମୌସୁମୀ ଆଗମନ ପୂର୍ବରୁ ବ୍ଲୁ ପ୍ରିଣ୍ଟ ଶେଷ କରିଛି କଟକ ଜିଲ୍ଲା ପ୍ରଶାସନ । ଜୁନ ମାସରେ ମୌସୁମୀ ପ୍ରବେଶ ପୂର୍ବରୁ ମୁକାବିଲା ପାଇଁ ରୋଡ଼ ମ୍ୟାପ ସ୍ଥିର କରି ସାରିଛି କଟକ । ଅଧିକ ପଡନ୍ତୁ...
ମୌସୁମୀ ପୂର୍ବରୁ ବ୍ଲୁ ପ୍ରିଣ୍ଟ ଶେଷ, ସିଲଭରସିଟିରେ ପଡିବନି ପ୍ରଭାବ
ମୌସୁମୀ ପୂର୍ବରୁ ବ୍ଲୁ ପ୍ରିଣ୍ଟ ଶେଷ, ସିଲଭରସିଟିରେ ପଡିବନି ପ୍ରଭାବ
ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଜରୁରୀକାଳୀନ ବୈଠକରେ ନିଷ୍ପତ୍ତି ଆସିଛି । ଏହି ଅସୁବିଧା ଆଉ ଦୃଷ୍ଟି ଗୋଚର ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ