କଟକ: ମେ ୨୭ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ ହାଇକୋର୍ଟ କାର୍ଯ୍ୟ । ଏହି ସମୟ ମଧ୍ୟରେ କୋର୍ଟ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ।
କଟକ ସହରରେ କୋଭିଡ଼ ସଂକ୍ରମଣ ବୃଦ୍ଧି ଯୋଗୁଁ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅତି ଜରୁରୀ ମାମଲା ଥିଲେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ନିକଟରେ ମେଲ ମାଧ୍ୟମରେ ଆବେଦନ କରିବାକୁ ପଡିବ ।