ଓଡିଶା

odisha

ETV Bharat / city

ଲଗାଣ ବର୍ଷାରେ କଲବଲ କଟକ, SCB ସର୍ଜିକାଲ ବିଭାଗରେ ଖସିଲା ସିଲିଂ - ସର୍ଜିକାଲ ବିଭାଗରେ ଖସିଲା ସିଲିଂ

ଏସସିବି ମେଡିକାଲ ସର୍ଜରୀ ଆଉଟଡୋରରେ ଖସିଲା ସିଲିଂ। ଲଗାଣ ବର୍ଷା ଯୋଗୁଁ ଓପିଡ଼ି ସିଲିଂ ଖସିଥିବା ବେଳେ ଏଥିରେ କେହି ବି ଆହତ ହୋଇନଥିବା ସୂଚନା ମିଳିଛି। ଅଧିକ ପଢନ୍ତୁ...

ଏସିବି ସର୍ଜିକାଲ ବିଭାଗରେ ଖସିଲା ସିଲିଂ
ଏସିବି ସର୍ଜିକାଲ ବିଭାଗରେ ଖସିଲା ସିଲିଂ

By

Published : Sep 13, 2021, 6:51 PM IST

କଟକ: ଏସସିବି ମେଡିକାଲ ସର୍ଜରୀ ଆଉଟଡୋରରେ ଖସିଲା ସିଲିଂ। ଲଗାଣ ବର୍ଷା ଯୋଗୁଁ ଓପିଡ଼ି ସିଲିଂ ଖସିଥିବା ବେଳେ ଏଥିରେ କେହି ବି ଆହତ ହୋଇନଥିବା ସୂଚନା ମିଳିଛି।

ସିଲିଂ ଖସି ଆସବାବପତ୍ର ଓ କମ୍ପ୍ୟୁଟର ନଷ୍ଟ ହୋଇଛି। ଗତକାଲି(ରବିବାର) ଠାରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିବା ବେଳେ ଲୋକଙ୍କ ଘରେ ପସିଛି ପାଣି। ତେବେ ଏହି ଦିଗରେ ଅଧିକ ଦୃଷ୍ଟି ଦିଆଯିବା ନେଇ ଏସସିବି କର୍ତ୍ତୃପକ୍ଷଙ୍କ ସୂଚନା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details