ଓଡିଶା

odisha

ସଚେତନ ହେଉଛନ୍ତି ସହରବାସୀ, ଜାତୀୟ ରାଜପଥରେ କମୁଛି ମୃତ୍ୟୁ ସଂଖ୍ୟା

By

Published : Jan 19, 2021, 10:30 PM IST

ପ୍ରତିବର୍ଷ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଥିଲି ଚଳିତ ବର୍ଷ କିନ୍ତୁ ସଡକ ସୁରକ୍ଷା ମାସ ପାଳନ କରାଯାଉଛି । ସଡକ ସୁରକ୍ଷା ମାସ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଉଛି । ଅଧିକ ପଢନ୍ତୁ...

ctc
ସଚେତନ ହେଉଛନ୍ତି ସହରବାସୀ,ଜାତୀୟ ରାଜପଥରେ କମୁଛି ମୃତ୍ୟୁ ସଂଖ୍ୟା

କଟକ: ଚାଲିଛି ସଡକ ସୁରକ୍ଷା ମାସ। ସଚେତନ ହେଉଛନ୍ତି ସହରବାସୀ । ଜାତୀୟ ରାଜପଥରେ କମୁଛି ମୃତ୍ୟୁ ସଂଖ୍ୟା ବୋଲି କଟକ ଏସପି କହିଛନ୍ତି । ସଡକ ସୁରକ୍ଷା ମାସ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଉଛି ।

ସଚେତନ ହେଉଛନ୍ତି ସହରବାସୀ,ଜାତୀୟ ରାଜପଥରେ କମୁଛି ମୃତ୍ୟୁ ସଂଖ୍ୟା

ପ୍ରତିବର୍ଷ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଥିଲି ଚଳିତ ବର୍ଷ କିନ୍ତୁ ସଡକ ସୁରକ୍ଷା ମାସ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ସଡକ ସୁରକ୍ଷା ପାଇଁ ସଚେତନ କରାଯାଉଛି। ଏମିତିକି ଉଲ୍ଲଙ୍ଘନକାରୀଙ୍କ ଠାରୁ ଫାଇନ ବି କଟାଯାଉଛି। ଫଳରେ ଟ୍ରାଫିକ କଟକଣା ମାନୁଛନ୍ତି ସହରବାସୀ।ଧୀରେ ଧୀରେ ଲୋକମାନେ ସଚେତନ ହଲେଣି।ଅନେକ ଲୋକ ଟ୍ରାଫିକ ନିୟମ ମାନି ହେଲମେଟ ପିନ୍ଧିବା ସହ ସଚେତନ ହେଉଥିବା ଟ୍ରାଫିକ ଏସିପି କହିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଜାତୀୟ ରାଜପଥରେ ଦୁର୍ଘଟଣା ଜନିତ ମୃତୁ ସଂଖ୍ୟା କମୁଥିବା ଏସିପି କହିଛନ୍ତି। ତେବେ ଏହି ସଚେତନତା କାର୍ଯ୍ୟକ୍ରମ କରିବା ଦ୍ବାରା ଅନେକ ଉପକୃତ ହେବେ।

କଟକରୁ ନରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details