ଓଡିଶା

odisha

ETV Bharat / city

ଘରେ ରୁହ, ସରକ୍ଷିତ ରୁହ: ମୋକିମ

ବର୍ତ୍ତମାନ ସମଗ୍ର ବିଶ୍ବ କୋରୋନା ଆତଙ୍କରେ ଆତଙ୍କିତ ଥିବା ବେଳେ ଜନସାଧାରଣଙ୍କୁ ଘରେ ରହି କାମ କରିବାକୁ ବାର୍ତ୍ତା ଦେଇଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଅଧିକ ପଢନ୍ତୁ...

By

Published : Mar 29, 2020, 9:58 AM IST

Stay home, stay safe : Mokim
ଘରେ ରୁହ, ସରକ୍ଷିତ ରୁହ : ମୋକିମ

କଟକ: କୋରୋନାକୁ ନେଇ ଚିନ୍ତାରେ ବିଶ୍ବବାସୀ । ବର୍ତ୍ତମାନ ସମଗ୍ର ବିଶ୍ବକୁ କବଳିତ କରି ରଖିଛି କୋରୋନା । ତେବେ ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ୨୧ ଦିନ ଯାଏଁ ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫଳରେ ଲୋକମାନଙ୍କୁ ଘରେ ରହିବାକୁ ସଚେତନ କରାଉଛନ୍ତି ସରକାର ।

ଏବେ ଦେଶରେ ସର୍ବମୋଟ 1030 କୋରୋନା ପଜିଟିଭ୍ ଥିବା ବେଳେ 26 ଜଣଙ୍କ ମୃତ୍ୟୁ ହୋଇସାରିଛି । ତେବେ ଏନେଇ ସମସ୍ତ ଜନସାଧାରଣଙ୍କୁ ଘରେ ରହି କାମ କରିବାକୁ ବାର୍ତ୍ତା ଦେଇଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ । ତେବେ ଶୁଣନ୍ତୁ କଣ କହିଛନ୍ତି ମହମ୍ମଦ ମୋକିମ...

ଘରେ ରୁହ, ସରକ୍ଷିତ ରୁହ : ମୋକିମ

କଟକରୁ ପ୍ରଭୁ କଲ୍ଯାଣପାଲ, ଇଟିଭି ଭାରତ

ABOUT THE AUTHOR

...view details