ଓଡିଶା

odisha

ETV Bharat / city

ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ରାଜ୍ୟ କୁସ୍ତି ସଂଘର ସଭାପତି - state wrestling association

ରାଜ୍ୟ କୁସ୍ତି ସଂଘର ସଭାପତି, ସାଧାରଣ ସମ୍ପାଦକ ଓ କୋଷାଧ୍ୟକ୍ଷ ନିର୍ବାଚିତ । ଆସନ୍ତା 4 ବର୍ଷ ପାଇଁ ଓଡିଶା କୁସ୍ତି ସଂଘର ଦାୟିତ୍ବ ତୁଲାଇବେ । ଅଧିକ ପଢନ୍ତୁ...

ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ରାଜ୍ୟ କୁସ୍ତି ସଂଘର ସଭାପତି
ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ରାଜ୍ୟ କୁସ୍ତି ସଂଘର ସଭାପତି

By

Published : Mar 8, 2021, 7:49 AM IST

କଟକ: ସରିଲା ରାଜ୍ୟ କୁସ୍ତି ସଂଘ ନିର୍ବାଚନ । ନିର୍ଦ୍ବନ୍ଦ୍ବ ଶେଷ ହୋଇଛି ନିର୍ବାଚନ । ସଭାପତି ପଦବୀରେ ରାମଚନ୍ଦ୍ର ପାଢୀ, ସାଧାରଣ ସମ୍ପାଦକ ପଦବୀରେ କିଶୋର ଚନ୍ଦ୍ର ବେହେରା ଓ କୋଷଧ୍ୟକ୍ଷ ପଦୀବରେ କୁମାର ରାଏ ନିର୍ବାଚିତ ହୋଇଛନ୍ତି । ଆସନ୍ତା 4 ବର୍ଷ ପାଇଁ ଏମାନେ ଓଡିଶା କୁସ୍ତି ସଂଘର ଦାୟିତ୍ବ ତୁଲାଇବେ ।

ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ରାଜ୍ୟ କୁସ୍ତି ସଂଘର ସଭାପତି

ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ନିର୍ବାଚନରେ ଅନୁବନ୍ଧିତ ଜିଲ୍ଲାର ସଦସ୍ୟ, ସଂଘର ଉପଦେଷ୍ଟା ଆର୍ଶୀବାଦ ବେହେରା ଉପସ୍ଥିତ ଥିଲେ । ଏହାସହ ଭାରତୀୟ କୁସ୍ତି ସଂଘର ଉପସଭାପତି ଆସିତ ଶାହା ଉପସ୍ଥିତ ରହି ତମାମ ନିର୍ବାଚନୀ ପ୍ରକ୍ରିୟାକୁ ପର୍ଯ୍ୟବେକ୍ଷକ କାର୍ଯ୍ୟ ତୁଲାଇଥିଲେ ।

ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ରାଜ୍ୟ କୁସ୍ତି ସଂଘର ସଭାପତି
ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ରାଜ୍ୟ କୁସ୍ତି ସଂଘର ସଭାପତି

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details