ଓଡିଶା

odisha

ETV Bharat / city

ସ୍ପୋର୍ଟସ ହବ୍‌ରେ ସିନଥେଟିକ ଟ୍ରାକ ପ୍ରତିଷ୍ଠା ଦାବି କଲା କ୍ରୀଡା ସଙ୍ଗଠନ - ଇଣ୍ଡୋର ହଲ

ଫୁଟବଲ ଆସୋସିଏସନ ଅଫ ଓଡିଶା, ଓଡିଶା ଅଲମ୍ପିକ ଆସୋସିଏସନ ଏବଂ ଓଡିଶା ଆଥଲେଟିକ ଆସୋସିଏସନ ଏକ ସ୍ମାରକପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି। ଅଧିକ ପଢନ୍ତୁ..

ସ୍ପୋର୍ଟସ ହବ୍‌ରେ ସିନଥେଟିକ ଟ୍ରାକ ପ୍ରତିଷ୍ଠା କ୍ରୀଡା ସଙ୍ଗଠନର ଦାବି
ସ୍ପୋର୍ଟସ ହବ୍‌ରେ ସିନଥେଟିକ ଟ୍ରାକ ପ୍ରତିଷ୍ଠା କ୍ରୀଡା ସଙ୍ଗଠନର ଦାବି

By

Published : Mar 4, 2020, 8:51 PM IST

କଟକ: ମହାନଦୀ ପଠାରେ ହେବାକୁ ଥିବା ସ୍ପୋର୍ଟସ ହବ୍‌ରେ ଏକ ସିନଥେଟିକ ଟ୍ରାକ, ଗୋଟିଏ ଫୁଟବଲ ଗ୍ରାଉଣ୍ଡ ଏବଂ ଗୋଟିଏ ଇଣ୍ଡୋର ହଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି ରଖିଛନ୍ତି ବିଭିନ୍ନ କ୍ରୀଡା ସଙ୍ଗଠନ।

ସ୍ପୋର୍ଟସ ହବ୍‌ରେ ସିନଥେଟିକ ଟ୍ରାକ ପ୍ରତିଷ୍ଠା କ୍ରୀଡା ସଙ୍ଗଠନର ଦାବି

ଫୁଟବଲ ଆସୋସିଏସନ ଅଫ ଓଡିଶା, ଓଡିଶା ଅଲମ୍ପିକ ଆସୋସିଏସନ ଏବଂ ଓଡିଶା ଆଥଲେଟିକ ଆସୋସିଏସନ ଏକ ସ୍ମାରକପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି।

ଏହାଦ୍ବାରା ରାଜ୍ୟର କ୍ରୀଡାର ବିକାଶ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି ରଖିଛନ୍ତି ବିଭିନ୍ନ କ୍ରୀଡା ସଙ୍ଗଠନ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details