ଓଡିଶା

odisha

ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲା: କମଳାକାନ୍ତ ଦାସଙ୍କୁ ସର୍ତ୍ତମୂଳକ ଜାମିନ

By

Published : Dec 13, 2019, 5:04 AM IST

ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ କମଳାକାନ୍ତ ଦାସଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ଅଧିକ ପଢନ୍ତୁ...

semantic elemental chitfund fradulent case, kamalakant das on conditional bail, cuttack latest news, କଟକ ଲାଟେଷ୍ଟ ନ୍ୟୁଜ୍‌, କମଳାକାନ୍ତ ଦାସଙ୍କୁ ସର୍ତ୍ତମୂଳକ ଜାମିନ, ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲା
ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲା: କମଳାକାନ୍ତ ଦାସଙ୍କୁ ସର୍ତ୍ତମୂଳକ ଜାମିନ

କଟକ: ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ କମଳାକାନ୍ତ ଦାସଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ଗିରଫ ହୋଇଥିବା ହୋଟେଲ ମାଲିକ କମଳାକାନ୍ତ ଦାସଙ୍କ ପକ୍ଷରୁ ରୁଜୁ ଜାମିନ ଆବେଦନ ମାମଲାର ଶୁଣାଣି କରି ଗୁରୁବାର ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲା: କମଳାକାନ୍ତ ଦାସଙ୍କୁ ସର୍ତ୍ତମୂଳକ ଜାମିନ

ପୂର୍ବରୁ ଅଦାଲତ ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ। ତେବେ 1 ଲକ୍ଷ ଟଙ୍କାର 2 ଜଣ ଜାମିନଦାର ଓ 30 ଲକ୍ଷ ଟଙ୍କା ପୈଠ କରିବା ସହ 70 ଲକ୍ଷ ଟଙ୍କାର ସମ୍ପତ୍ତି ଜମା କରିବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି । ସୂଚନାଯୋଗ୍ୟ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ସିବିଆଇ ଗତ ସେପ୍ଟେମ୍ବର 19 ତାରିଖରେ ହୋଟେଲ ସୋଲାନ ଇନର ମାଲିକ କମଳାକାନ୍ତ ଦାସ ଓ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details