ଓଡିଶା

odisha

ETV Bharat / city

ଓଡିଶାରେ ଖୋଲିଲା ଦ୍ବିତୀୟ ଆନାଟୋମି ବିଭାଗରେ ଆନାଟୋମେଜ ଟେବୁଲ - odisha second anatony department

କଟକ ଏସସିବି ମେଡିକାଲରେ ଉଦଘାଟନ ହେଲା ଆନାଟୋମି ବିଭାଗରେ ଆନାଟୋମେଜ ଟେବୁଲ ।

ଓଡିଶାରେ ଖୋଲିଲା ଦ୍ବିତୀୟ ଆନାଟୋମି ବିଭାଗରେ ଆନାଟୋମେଜ ଟେବୁଲ
ଓଡିଶାରେ ଖୋଲିଲା ଦ୍ବିତୀୟ ଆନାଟୋମି ବିଭାଗରେ ଆନାଟୋମେଜ ଟେବୁଲ

By

Published : Feb 2, 2021, 9:02 PM IST

କଟକ: ଏସସିବି ମେଡିକାଲରେ ଉଦଘାଟନ ହେଲା ଆନାଟୋମି ବିଭାଗ । କଟକ ଏସସିବି ମେଡିକାଲରେ ଉଦଘାଟନ ହେଲା ଆନାଟୋମି ବିଭାଗରେ ଆନାଟୋମେଜ ଟେବୁଲ ।

ଓଡିଶାରେ ଖୋଲିଲା ଦ୍ବିତୀୟ ଆନାଟୋମି ବିଭାଗରେ ଆନାଟୋମେଜ ଟେବୁଲ

ଶରୀର ଗଠନ ବିଭାଗରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ବେଶ ସହାୟକ ହେବା ନେଇ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଆଉ ଦରକାର ହେବନି ମୃତ ଶରୀର । ସିଧାସଳଖ ଭାବରେ ଛାତ୍ରଛାତ୍ରୀ ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ଡିଜିଟାଲରେ କରିବେ ପ୍ରାଟିକାଲ ।

4 ବର୍ଷ ପୂର୍ବେ ଭୀମସାର ମେଡିକାଲରେ ଏହି ସୁବିଧା ଉପଲବ୍ଧ ଥିଲାବେଳେ ଦ୍ବିତୀୟ ହସ୍ପିଟାଲ ଭାବରେ ଏସସିବି ମେଡିକାଲରେ ଏହା ଆରମ୍ଭ ହୋଇଛି । 3 କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ଟେବୁଲ ଛାତ୍ରଛାତ୍ରୀଙ୍କ ଅଭ୍ୟାସ ପାଇଁ ବେଶ ସହାୟକ ହେବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details