ଓଡିଶା

odisha

ETV Bharat / city

ଖୁବଶୀଘ୍ର ପୁଣିଥରେ ଆରମ୍ଭ ହେବ ଏସସିବି ସମ୍ପ୍ରସାରଣ ପ୍ରକ୍ରିୟା: କଟକ ଜିଲ୍ଲାପାଳ - ଏସସିବି ସମ୍ପ୍ରସାରଣ ପ୍ରକ୍ରିୟା ଆରମ୍ଭ

ସମ୍ପ୍ରସାରଣ ପାଇଁ ଆସନ୍ତା ସପ୍ତାହ ସୁଦ୍ଧା ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

scb-expansion-process-will-begin-cuttack-collector
ଆରମ୍ଭ ହେବ ଏସସିବି ସମ୍ପ୍ରସାରଣ ପ୍ରକ୍ରିୟା: କଟକ ଜିଲ୍ଲାପାଳ

By

Published : Jun 9, 2020, 5:43 AM IST

କଟକ: ପୁଣି ଆରମ୍ଭ ହେବ ଏସସିବି ମେଡିକାଲ କଲେଜ ସମ୍ପ୍ରସାରଣ ପ୍ରକ୍ରିୟା। ସମ୍ପ୍ରସାରଣ ପାଇଁ ଆସନ୍ତା ସପ୍ତାହ ସୁଦ୍ଧା ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆରମ୍ଭ ହେବ ଏସସିବି ସମ୍ପ୍ରସାରଣ ପ୍ରକ୍ରିୟା: କଟକ ଜିଲ୍ଲାପାଳ

ବସ୍ତିବାସିନ୍ଦାଙ୍କୁ ସରକାରୀ ପ୍ୟାକେଜ ଅନୁଯାୟୀ ଥଇଥାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। କୋରୋନା ପାଇଁ ଏହି ପ୍ରକ୍ରିୟା ବନ୍ଦ ରଖିଥିଲା ପ୍ରଶାସନ।ସମ୍ପ୍ରସାରଣ ପାଇଁ ଚିହ୍ନଟ କରାଯାଇଥିବା ଅଞ୍ଚଳରେ ଶତାଧିକ ଷ୍ଟାଫ କ୍ୱାର୍ଟରସ ରହିଥିବାବେଳେ ସ୍ୱତଃ ପ୍ରବୃତ୍ତ ଭାବରେ ଏହା ଛାଡିବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି । ଆସନ୍ତା ଏକ ମାସ ମଧ୍ୟରେ ତାଳଦଣ୍ଡା କେନାଲ ପାର୍ଶ୍ଵ ଦୁଇପଟ ରାସ୍ତା ସମ୍ପ୍ରସାରଣ ମଧ୍ୟ ଶେଷ କରିବାକୁ ଯୋଜନା କରିଛି ଜିଲ୍ଲା ପ୍ରଶାସନ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details