କଟକ: ଏସସିବି ସମ୍ପ୍ରସାରଣ ପ୍ରସଙ୍ଗ। ହାଇକୋର୍ଟରେ ବସ୍ତି ଉଚ୍ଛେଦ ଆବେଦନ ଉପରେ କରାଗଲା ଶୁଣାଣି । ପ୍ରଥମେ ଥଇଥାନ ପରେ ଉଚ୍ଛେଦ କରାଯିବ ନେଇ ସତ୍ୟପାଠ ଦାଖଲ କଲେ ସିଏମସି ଡେପୁଟି କମିଶନର। ବିନା ଥଇଥାନରେ ବସ୍ତି ଉଚ୍ଛେଦ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଏହି ସତ୍ୟପାଠ ଦାଖଲ ପରେ ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି ହାଇକୋର୍ଟ। ଚୌଦ୍ବାର କଟକର ପରାଜିତ ବିଧାୟକ ପ୍ରାର୍ଥୀ ଜଗଦୀଶ ମହାନ୍ତି ରୁଜୁ କରିଥିଲେ ଏହି ମାମଲା।
ଏସସିବି ସମ୍ପ୍ରସାରଣ ଉଚ୍ଛେଦ ମାମଲା ଉପରେ ହାଇକୋର୍ଟଙ୍କ ପୂର୍ଣ୍ଣଚ୍ଛେଦ - ଏସସିବି ସମ୍ପ୍ରସାରଣ
ଏସସିବି ସମ୍ପ୍ରସାରଣ ଉଚ୍ଛେଦ ମାମଲା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ । ପ୍ରଶାସନର ସତ୍ୟପାଠ ଦାଖଲ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି କୋର୍ଟ । ଅଧିକ ପଢନ୍ତୁ...
ଏସସିବି ସମ୍ପ୍ରସାରଣ ଉଚ୍ଛେଦ ମାମଲା ଉପରେ ହାଇକୋର୍ଟଙ୍କ ପୂର୍ଣ୍ଣଚ୍ଛେଦ
କଟକରୁ ନାରାୟଣ ସାହୁ, ଇଟିଭି ଭାରତ