ଓଡିଶା

odisha

ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପରୁ ସିଧା ପ୍ରସାରଣ..

ମା'ଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ଆରମ୍ଭ କରିଦେଇଛି କଟକବାସୀ । ଏନେଇ ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି....

By

Published : Oct 5, 2019, 6:52 PM IST

Published : Oct 5, 2019, 6:52 PM IST

ETV Bharat / city

ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପରୁ ସିଧା ପ୍ରସାରଣ..

ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପରୁ ସିଧା ପ୍ରସାରଣ..

କଟକ: ପାର୍ବଣର ପରସରେ ପୁଲକିତ ପରିବେଶ । ଧରାବତରଣ କରିଛନ୍ତି ଜଗତ ଜନନୀ ମା' ଦୁର୍ଗା । ମା'ଙ୍କ ଆଗମନ ପାଇଁ ଚାରିଆଡେ ଉତ୍ସବର ମାହୋଲ । ମା'ଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି କଟକବାସୀ ।

ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପରୁ ସିଧା ପ୍ରସାରଣ..

ସପ୍ତମୀ ପୂଜା ପାଇଁ ଚଳଚଞ୍ଚଳ କଟକ ସହର । ପୂଜକଙ୍କ ପୂଜା ପାଠରେ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଛି କଟକ ସହରରେ । ତେବେ ଏନେଇ ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ...

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details