ଓଡିଶା

odisha

ETV Bharat / city

Sai Samrudhi Realcon Chit Fund Case: ନିର୍ଦ୍ଦେଶକ ସନ୍ଦୀପ କୁମାର ଦାସ ଦୋଷୀ ସାବ୍ୟସ୍ତ - ସାଇ ସମୃଦ୍ଧି ରିଅଲକନ ଚିଟଫଣ୍ଡ ଠକେଇ ଘଟଣା

ସାଇ ସମୃଦ୍ଧି ରିଅଲକନ ଚିଟଫଣ୍ଡ ଠକେଇ ଘଟଣା । ଓପିଆଇଡି କୋର୍ଟରେ ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ କୁମାର ଦାସ ଦୋଷୀ ସାବ୍ୟସ୍ତ । ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜୋରିମାନା ନିର୍ଦ୍ଦେଶ । ଅଧିକ ପଢନ୍ତୁ

sai samrudhi realcon chit fund fraud  case managing director convicted
ସାଇ ସମୃଦ୍ଧି ରିଅଲକନ ଚିଟଫଣ୍ଡ ଠକେଇ; ନିର୍ଦ୍ଦେଶକ ସନ୍ଦୀପ କୁମାର ଦାସ ଦୋଷୀ ସାବ୍ୟସ୍ତ

By

Published : Jan 21, 2022, 6:59 AM IST

କଟକ: ସାଇ ସମୃଦ୍ଧି ରିଅଲକନ ଚିଟଫଣ୍ଡ ଠକେଇ ଘଟଣା । ଓପିଆଇଡି କୋର୍ଟରେ ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ କୁମାର ଦାସ ଦୋଷୀ ସାବ୍ୟସ୍ତ । ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜୋରିମାନା ନିର୍ଦ୍ଦେଶ । ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ । ସେହିପରି କମ୍ପାନୀ ଉପରେ ୨ ଲକ୍ଷ ଟଙ୍କାର ଜୋରିମାନା ନିର୍ଦ୍ଦେଶ । କମ୍ପାନୀର ଜୋରିମାନା ଅନାଦେୟ ପରିଚାଳନା ନିର୍ଦ୍ଦେଶକଙ୍କୁ ଅଧିକ ଏକ ବର୍ଷ ଜେଲଦଣ୍ଡ।

ସାଇ ସମୃଦ୍ଧି ରିଅଲକନ ଚିଟଫଣ୍ଡ ଠକେଇ; ନିର୍ଦ୍ଦେଶକ ସନ୍ଦୀପ କୁମାର ଦାସ ଦୋଷୀ ସାବ୍ୟସ୍ତ

ତେବେ ୪ ବର୍ଷରେ ଦୁଇଗୁଣା ହୋଇଯିବ କହି କରିଥିଲେ ଲକ୍ଷ ଲକ୍ଷ ଟଙ୍କା ଠକେଇ । ୨୦୧୫ରେ କଟକ ପୁରୀଘାଟ ଥାନାରେ ହୋଇଥିଲା ଏତଲା । ମାମଲାର ପରିଚାଳନା କରୁଥିଲେ ସ୍ବତନ୍ତ୍ର ସରକାରୀ ଓକିଲ ସୁବ୍ରତ ମହାନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details