କଟକ : ଅଜଣା ଗାଡ଼ି ଧକାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି କଟକ ସହରସ୍ଥିତ ନେତାଜୀ ସୁବାଷ ବୋଷ ସେତୁରେ । ତେବେ ମୃତକଙ୍କ ପରିଚୟ ଏଯାବତ ମିଳି ପାରିନାହିଁ ।
ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ - କଟକରେ ବାଇକ ଆରୋହୀ ମୃତ
ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ । ନେତାଜୀ ସୁବାଷ ବୋଷ ସେତୁରେ ଘଟିଛି ଏହି ଅଭାବନୀୟ ଦୁର୍ଘଟଣା । ଅଧିକ ପଢ଼ନ୍ତୁ
ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ
ଅନ୍ୟପକ୍ଷରେ ଦୁର୍ଘଟଣା ଯୋଗୁଁ ସେତୁ ଅଟକି ରହିଥିଲା ଶହଶହ ଯାନବାହନ । ଫଳରେ ସମ୍ପୃକ୍ତ ରାସ୍ତାଟି ପ୍ରବଳ ଭିଡ଼ ହୋଇଯାିଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ସହ ମୃତ ଦେହକୁ ଉଦ୍ଧାର କରିଛି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବାରୁ ପୋଲିସ ପଚରାଉଚରା ଜାରି ରଖିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ