କଟକ: ରାସ୍ତା ମଝିରେ 5 ଫୁଟର ବଡ଼ ଗର୍ତ୍ତ। ବର୍ଷା ପରେ ଧସିଗଲା ରାସ୍ତା। କଟକ ସିଡିଏ ସେକ୍ଟର 7 ମର୍କତନଗର ଥାନା ଆଞ୍ଚରେ ଘଟିଛି ଏହି ଘଟଣା। ବିଗତ 5 ବର୍ଷ ପୂର୍ବେ ଏଠି ସ୍ବରେଜ୍ କାମ ହୋଇଥିଲା। ତେବେ ବର୍ଷା ପରେ ଅଚାନକ ରାସ୍ତା ଧସି ଯିବାରୁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଛି ।
ବର୍ଷା ପରେ ଧସିଲା ରାସ୍ତା, 5 ଫୁଟର ବଡ଼ ଗର୍ତ୍ତ ସୃଷ୍ଟି - କଟକ
ରାସ୍ତା ମଝିରେ 5 ଫୁଟର ବଡ଼ ଗର୍ତ୍ତ। ବର୍ଷା ପରେ ଧସିଗଲା ରାସ୍ତା। କଟକ ସିଡିଏ ସେକ୍ଟର 7 ମର୍କତନଗର ଥାନା ଆଞ୍ଚରେ ଘଟିଛି ଏହି ଘଟଣା। ଅଧିକ ପଢନ୍ତୁ...
ବର୍ଷା ପରେ ଧସି ଗଲା ରାସ୍ତା
ସେପଟେ ଘଟଣା ପରେ କେବଳ ବାଲି ପକେଇ ଚାଲି ଯାଇଛି ପ୍ରଶାସନ ।
କଟକରୁ ପ୍ରଭୂକଲ୍ୟାଣ ପାଲ୍, ଇଟିଭି ଭାରତ