ଓଡିଶା

odisha

‘ମାଟ୍ରିକ ଫଳାଫଳ ମୂଲ୍ୟହୀନ, +2 ନାମଲେଖାରେ ପ୍ରବେଶିକା ପରୀକ୍ଷା ଜରୁରୀ’

ମାଟ୍ରିକ ପରୀକ୍ଷା ଫଳାଫଳକୁ ମୂଲ୍ୟହୀନ ଦର୍ଶାଇଲେ ପୂର୍ବତନ ବୋର୍ଡ ସଭାପତି ସତ୍ୟକାମ ମିଶ୍ର । କହିଲେ +2 ନାମଲେଖାରେ ନିହାତି ଆବଶ୍ୟକ ପ୍ରବେଶିକା ପରୀକ୍ଷା ଢାଞ୍ଚା । ଅଧିକ ପଢନ୍ତୁ...

By

Published : Jun 26, 2021, 7:23 PM IST

Published : Jun 26, 2021, 7:23 PM IST

ମାଟ୍ରିକ ଫଳାଫଳ ମୂଲ୍ୟହୀନ , +2 ନାମଲେଖାରେ ପ୍ରବେଶିକା ପରୀକ୍ଷା ଜରୁରୀ
ମାଟ୍ରିକ ଫଳାଫଳ ମୂଲ୍ୟହୀନ , +2 ନାମଲେଖାରେ ପ୍ରବେଶିକା ପରୀକ୍ଷା ଜରୁରୀ

କଟକ: ପ୍ରକାଶ ପାଇ ସାରିଛି ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳ । ଚଳିତବର୍ଷ ରେକର୍ଡ ପ୍ରତିଶତ ରେଜଲ୍ଟକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଏହି ଫଳାଫଳର କୌଣସି ମୂଲ୍ୟ ନଥିବା ମତ ରଖିଛନ୍ତି ବୋର୍ଡର ପୂର୍ବତନ ସଭାପତି ସତ୍ୟକାମ ମିଶ୍ର ।

ଳାଫଳ ମୂଲ୍ୟହୀନ ,+2 ନାମଲେଖାରେ ପ୍ରବେଶିକା ପରୀକ୍ଷା ଜରୁରୀ

ଏପରି ଫଳାଫଳ ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବ। ଏପରିକି +2 ପାଠପଢା ପ୍ରକ୍ରିୟା ସମୟରେ ଏହା ବିଶେଷ ପ୍ରଭାବ ପକାଇବ ବୋଲି ମତ ଦେଇଛନ୍ତି ପୂର୍ବତନ ବୋର୍ଡ ସଭାପତି । ତେବେ +2 ପାଠପଢା ପୂର୍ବରୁ ପ୍ରବେଶିକା ପରୀକ୍ଷା କରାଯିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି । ଏହି ପ୍ରବେଶିକା ପରୀକ୍ଷା ଦ୍ବାରା ହିଁ ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ସହଜରେ ମପାଯାଇ ପାରିବ ବୋଲି କହିଛନ୍ତି ଶିକ୍ଷାବିତ ସତ୍ୟକାମ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details