କଟକ: ତଳେ ବସି ପାଠପଢିଲେ ରେଭେନ୍ସା ବିଶ୍ଵବିଦ୍ୟାଳୟ (Ravenshaw University)ରେ ଛାତ୍ରଛାତ୍ରୀ । ସୋସିଆଲ ମିଡିଆ (Social Media)ରେ ଭାଇରାଲ ହେଲା ଫଟୋ (Photo Viral) । ଗତକାଲି ରୁରାଲ ଡେଭଲପମେଣ୍ଟ ବିଭାଗର ଛାତ୍ରଛାତ୍ରୀ (Department of Rural Development Students)ତଳେ ବସି ପାଠ ପଢିବାର ଫଟୋ ଭାଇରାଲ ହୋଇଥିଲା ।
ତଳେ ବସି ପାଠ ପଢିଲେ Ravenshaw University ଛାତ୍ରଛାତ୍ରୀ, ଫଟୋ ଭାଇରାଲ - ରେଭେନ୍ସା ବିଶ୍ଵବିଦ୍ୟାଳୟ ଫଟୋ ଭାଇରାଲ
ତଳେ ବସି ପାଠପଢିଲେ ରେଭେନ୍ସା ବିଶ୍ଵ ବିଦ୍ୟାଳୟ (Ravenshaw University)ର ଛାତ୍ରଛାତ୍ରୀ । ଭାଇରାଲ ହେଲା ଫଟୋ । ପ୍ରତିକ୍ରିୟା ରଖିଲେ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରର ।
ତଳେ ବସି ପାଠ ପଢିଲେ Ravenshaw University ଛାତ୍ରଛାତ୍ରୀ, ଫଟୋ ଭାଇରାଲ
ଏନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରର । ତେବେ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା । ସମନ୍ୱୟ ଅଭାବ ଯୋଗୁ ଏପରି ପରିସ୍ଥିତି ଉପୁଜିଥିଲା । ବିଭାଗୀୟ ମୁଖ୍ୟ ଏ ବାବଦରେ ଅବଗତ କରାଇ ନଥିଲେ । ତେଣୁ କରି ଏଭଳି ସମସ୍ୟା ଦେଖା ଯାଇଥିଲା ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରର ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ