ଓଡିଶା

odisha

ETV Bharat / city

ସାମାଜିକ ଦୂରତ୍ବ ନିୟମରେ କମିଛି ଫାଇନ ଆଦାୟ - fine collection by police

ଆଜି ବିନା ମାସ୍କ ରେ 236 ଜଣ ଫାଇନ ଗଣିଥିଲା ବେଳେ ସାମଜିକ ଦୂରତ୍ୱ ନିୟମ ଉଲଙ୍ଘନ କରି 156 ଜଣ ତଣ୍ଡ ଗଣିଛନ୍ତି ।

range-of-fines-has-been-reduced-by-social-distance-rules
ସମାଜିକ ଦୂରତ୍ବ ନିୟମରେ କମିଛି ଫାଇନ ପରିଧି

By

Published : Jun 12, 2020, 5:33 AM IST

କଟକ: ସଟଡାଉନ ପରେ ମଧ୍ୟ ସମାନ ସ୍ଥିତି । ଆଗରୁ ଯାହା ଥିଲା ଏବେବି ସେଇଆ । ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଏତେ ଥର କହିଲା ପରେ ମଧ୍ୟ କଟକରେ ଚାଲିଛି ଅମାନିଆଙ୍କ ରାଜ । ଯାହାପାଇଁ ଫାଇନ ମଧ୍ୟ ଗଣୁଛନ୍ତି ଏମାନେ । ଆଜି ବିନା ମାସ୍କ ରେ 236 ଜଣ ଫାଇନ ଗଣିଥିଲା ବେଳେ ସାମଜିକ ଦୂରତ୍ୱ ନିୟମ ଉଲଙ୍ଘନ କରି 156 ଜଣ ତଣ୍ଡ ଗଣିଛନ୍ତି ।

ତେବେ ଲାଗୁଛି ସଟଡାଉନକୁ ପାସୋରି ଗଲେ ଅମାନିଆ । କିନ୍ତୁ ଆଜି କଥା ଦେଖିବା ତେବେ ସାମଜିକ ଦୂରlତ୍ବ ନିୟମ ଭଙ୍ଗ ମାମଲା ଗତକଲିଠୁ କମ ଆସିଛି । ତେବେ ଆସନ୍ତାକାଲି 10ଟା ପର୍ଯ୍ୟନ୍ତ ବେଧଡ଼କ ବଜାର ଘାଟରେ ବୁଲିବେ ଅମାନିଆ । ସ୍ଥିତି କଣ ହେବ ତାହା ଭଗବାନଙ୍କୁ ଜଣା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details