ଓଡିଶା

odisha

ଦୁଇ ଦିନରେ ଦୁଇ ମେଡିସିନ୍ ଷ୍ଟୋରରେ ରେଡ୍, ନକଲି କୋରୋନା ଔଷଧ ଜବତ

By

Published : Jun 12, 2021, 10:39 PM IST

ଡ୍ରଗ କଣ୍ଟ୍ରୋଲର ବିଭାଗ ପକ୍ଷରୁ କଟକର ଏକ ଔଷଧ ଦୋକାନ ଉପରେ ଚଢ଼ାଉ । ଅଧିକ ପଢନ୍ତୁ...

ନକଲି କୋରୋନା ଔଷଧ ଦୋକାନ ଉପରେ ଚଢ଼ାଉ
ନକଲି କୋରୋନା ଔଷଧ ଦୋକାନ ଉପରେ ଚଢ଼ାଉ

କଟକ:ନକଲି କୋରୋନା ଔଷଧ ଜବତ ପ୍ରସଙ୍ଗ । ଡ୍ରଗ କଣ୍ଟ୍ରୋଲର ବିଭାଗ ପକ୍ଷରୁ କଟକର ଏକ ଔଷଧ ଦୋକାନ ଉପରେ ଚଢ଼ାଉ।

ନକଲି କୋରୋନା ଔଷଧ ଦୋକାନ ଉପରେ ଚଢ଼ାଉ

ମଙ୍ଗଳାବାଗର ଏକ ହୋଲସେଲର ଉପରେ ଚଢ଼ାଉ । ବିଷାକ୍ତ ମେଡିଓକ୍ସି 300 ସହ ଅନେକ କାଗଜପତ୍ର ଜବତ ସହ 5 ଟି ସନ୍ଦିଗ୍ଧ ଔଷଧର ନମୁନା ସଂଗ୍ରହ କଲା ବିଭାଗ ।

ନକଲି କୋରୋନା ଔଷଧ ଦୋକାନ ଉପରେ ଚଢ଼ାଉ

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details