କଟକ: କୃଷକ ମାନଙ୍କ ହକ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ବିଜେପି ଓ ଜିଲ୍ଲା କୃଷକ ମୋର୍ଚ୍ଚା । ନ୍ୟାୟ ପାଇବା ଆଶାରେ କଟକରେ ଜୋର ଧରିଲା ଆନ୍ଦୋଳନ । ଏନେଇ ଗୋପାଳପୁର ରାଜରାସ୍ତାକୁ ବନ୍ଦ କରି ସରକାରଙ୍କୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।
କୃଷକଙ୍କ ହକ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେପି - rights of the farmers
କୃଷକ ମାନଙ୍କ ହକ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ବିଜେପି ଓ ଜିଲ୍ଲା କୃଷକ ମୋର୍ଚ୍ଚା । ଏନେଇ ଗୋପାଳପୁର ରାଜରାସ୍ତାକୁ ବନ୍ଦ କରି ସରକାରଙ୍କୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । ଅଧିକ ପଢନ୍ତୁ...

କୃଷକଙ୍କ ହକ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ଓ ଜିଲ୍ଲା କୃଷକ ମୋର୍ଚ୍ଚା
କୃଷକଙ୍କ ହକ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ଓ ଜିଲ୍ଲା କୃଷକ ମୋର୍ଚ୍ଚା
ବର୍ତ୍ତମାନ ସମୟରେ କୃଷକମାନଙ୍କ ପ୍ରତି ସରକାର ଯେଉଁ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି, ଯାହା ଏକ ନିନ୍ଦନୀୟ ପ୍ରସଙ୍ଗ । ତେଣୁ ଏବେଠୁ ସରକାର ଯଦି ନଚେତନ୍ତି, ତେବେ ଆଗାମୀ ଦିନରେ ଏକ ବଡ଼ ଧରଣର ଜନ ଆନ୍ଦୋଳନ ରାଜ୍ୟ ସରକାର ସାମ୍ନା କରିବେ ବୋଲି ଚେତାବନୀ ଦେଇଛନ୍ତି ବିଜେପି ଓ ଜିଲ୍ଲା କୃଷକ ମୋର୍ଚ୍ଚା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ