ଓଡିଶା

odisha

By

Published : May 31, 2021, 6:51 PM IST

Updated : May 31, 2021, 9:56 PM IST

ETV Bharat / city

SCB ରେ ଭର୍ତ୍ତି ହେଲେ ବିଶିଷ୍ଟ କବି ଜୟନ୍ତ ମହାପାତ୍ର

ବିଶିଷ୍ଟ କବି ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଜୟନ୍ତ ମହାପାତ୍ର କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି । ସ୍ବତନ୍ତ୍ର ଡାକ୍ତରୀ ଟିମଙ୍କ ଦ୍ବାରା ଚାଲିଛି ଚିକିତ୍ସା । ଅଧିକ ପଢନ୍ତୁ...

କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହେଲେ ବିଶିଷ୍ଟ କବି ଜୟନ୍ତ ମହାପାତ୍ର
କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହେଲେ ବିଶିଷ୍ଟ କବି ଜୟନ୍ତ ମହାପାତ୍ର

କଟକ:ବିଶିଷ୍ଟ କବି ଜୟନ୍ତ ମହାପାତ୍ର କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏସସିବିକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏସସିବିରେ ସ୍ୱତନ୍ତ୍ର ଡାକ୍ତରୀ ଟିମଙ୍କ ଦ୍ବାରା ତାଙ୍କର ଚିକିତ୍ସା ଜାରି ରଖିଛି ।

୯୪ ବର୍ଷ ବୟସ୍କ ବିଶିଷ୍ଟ କବି ଜୟନ୍ତ ମହାପାତ୍ର ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସରକାରଙ୍କ ଉପରେ ଅସନ୍ତୁଷ୍ଟ ହୋଇ ପଦ୍ମଶ୍ରୀ ଉପାଧି ଫେରାଇ ଦେଇଥିଲେ ଜୟନ୍ତ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : May 31, 2021, 9:56 PM IST

ABOUT THE AUTHOR

...view details