ଓଡିଶା

odisha

ETV Bharat / city

ବାଲିଯାତ୍ରା ବୁଲିଲେ କଏଦୀ - କଡା ସୁରକ୍ଷା ବଳୟ

କଡା ସୁରକ୍ଷା ବଳୟ ମଧ୍ୟରେ କଏଦୀମାନେ ବୁଲିଲେ ବାଲିଯାତ୍ରା ପଡିଆ । ଅଧିକ ପଢନ୍ତୁ...

ବାଲିଯାତ୍ରା ବୁଲିଲେ କଏଦୀ

By

Published : Nov 19, 2019, 2:33 AM IST

କଟକ: କଏଦୀ ବୁଲିଲେ ବାଲିଯାତ୍ରା । ଭୁବନେଶ୍ବରର ବିଜୁପଟ୍ଟନାୟକ ମୁକ୍ତ ଆକାଶ ଆଶ୍ରମର 24 ଜଣ ଜାମୁଝରି କଏଦୀ ସୋମବାର କଟକ ବାଲିଯାତ୍ରା ବୁଲିଛନ୍ତି ।

ବାଲିଯାତ୍ରା ବୁଲିଲେ କଏଦୀ

କଡା ସୁରକ୍ଷା ବଳୟ ମଧ୍ୟରେ କଏଦୀମାନେ ବାଲିଯାତ୍ରା ପଡିଆ ବୁଲିଥିଲେ । ବିଶେଷକରି ଓରମାସରେ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ ଏହି କଏଦୀ । ବାଲିଯାତ୍ରା ବୁଲି କଏଦୀମାନେ ବେଶ୍ ଉତ୍ସାହିତ ହୋଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details