କଟକ: କେନ୍ଦ୍ରାପଡା କୋ-ଅପରେଟିଭ ସୋସାଇଟିର ପୂର୍ବତନ ସଭାପତି ପ୍ରମୋଦ ସାହୁଙ୍କୁ ମିଳିଲା ଜାମିନ। ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଥିବାବେଳେ ସର୍ତ୍ତ ନିର୍ଦ୍ଧାରଣ କରିବେ ନିମ୍ନ ଅଦାଲତ ।
ପ୍ରମୋଦ ସାହୁଙ୍କୁ ମିଳିଲା ଜାମିନ - pramod sahoo gets bail from high court
କେନ୍ଦ୍ରାପଡା କୋ-ଅପରେଟିଭ ସୋସାଇଟିର ପୂର୍ବତନ ସଭାପତି ପ୍ରମୋଦ ସାହୁଙ୍କୁ ମିଳିଲା ଜାମିନ । ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଥିବାବେଳେ ସର୍ତ୍ତ ନିର୍ଦ୍ଧାରଣ କରିବେ ନିମ୍ନ ଅଦାଲତ।
ପ୍ରମୋଦ ସାହୁଙ୍କୁ ମିଳିଲା ଜାମିନ
କେନ୍ଦ୍ରାପଡା କୋ-ଅପରେଟିଭ ସୋସାଇଟିର ଜଣେ କାର୍ଯ୍ୟରତ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପ୍ରମୋଦ ସାହୁ ଗିରଫ ହୋଇଥିଲେ । ତାଙ୍କୁ ନଭେମ୍ବର 3 ତାରିଖ ବିଳମ୍ବିତ ରାତିରେ କେନ୍ଦ୍ରାପଡା ପୋଲିସ ଗିରଫ କରିଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Dec 11, 2019, 6:00 PM IST