କଟକ: ଦେଶରେ ପ୍ରତିଦିନ କ୍ରମାଗତ ଭାବରେ ବଢି ଚାଲିଛି ତେଲ ଦର । ଏନେଇ ଜନ ଅସନ୍ତୋଷ ମଧ୍ୟ ଦେଖାଦେଉଛି । ଗୋଟେ ପଟେ ଆର୍ଥିକ ସଙ୍କଟ ଦେଖାଦେଉଥିବା ବେଳେ ତୈଳ ଦର ବୃଦ୍ଧି ବୋଝ ଉପରେ ଳଳିତା ବିଡା ପରି ପ୍ରତିତ ହେଉଛି । ଯାହାକୁ ନେଇ ଆଜି କଟକ ଏସୟୁସିଆଇ ପକ୍ଷରୁ ଧାରଣା ଦିଆଯାଇଛି ।
ତେଲ ଦର ବୃଦ୍ଧି ନେଇ ତେଜୁଛି ଆନ୍ଦୋଳନ - people protest in cuttack
ଦେଶରେ ପ୍ରତିଦିନ କ୍ରମାଗତ ଭାବରେ ବଢି ଚାଲିଛି ତେଲ ଦର । ଯାହାକୁ ନେଇ ଆଜି କଟକ ଏସୟୁସିଆଇ ପକ୍ଷରୁ ଦିଆଯାଇଛି ଧରଣା ।
ତେଲ ଦର ବୃଦ୍ଧି ନେଇ ତେଜୁଛି ଆନ୍ଦୋଳନ
ଏହି ସମୟରେ ସମସ୍ତେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଲୋକ ମାନଙ୍କ ନିଦ ହଜାଇ ଦେଇଛି । ତେବେ ଏହି ନିୟମ ଖୁବ ଶୀଘ୍ର ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛି ଏସୟୁସିଆଇ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ