କଟକ: ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ମୃତ ପିଡିତାଙ୍କ ପରିବାରକୁ ଆଇନ ସେବା ପ୍ରାଧିକରଣ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦିଆଯାଇଛି। ୯ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଲେ ରାଜ୍ୟ ଆଇନସେବା ପ୍ରାଧିକରଣ।
ପରୀ ପରିବାରକୁ ମିଳିଲା ୯ ଲକ୍ଷ ଟଙ୍କା - ପରୀ ପରିବାରକୁ ମିଳିଲା ୯ ଲକ୍ଷ ଟଙ୍କା
ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ମୃତ ପିଡିତାଙ୍କ ପରିବାରକୁ ଆଇନ ସେବା ପ୍ରାଧିକରଣ ପକ୍ଷରୁ ମିଳିଲା କ୍ଷତିପୂରଣ । ଅଧିକ ପଢନ୍ତୁ...
ପରୀ ପରିବାରକୁ ମିଳିଲା ୯ ଲକ୍ଷ ଟଙ୍କା
କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ । ଜୁଲାଇ ୧୪ ରେ ଯଦୁପୁରରେ ହୋଇଥିଲା ହତ୍ୟାକାଣ୍ଡ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ