କଟକ:ଓଏସଏପି ସିପାହୀ ସହଦେବ ପରିଡ଼ା ଗରିଫ । ସହଦେବଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ବନ୍ଧା ହେଲେ ସିପାହୀ ସହଦେବ । ଗତକାଲି(ମଙ୍ଗଳବାର) ସହଦେବଙ୍କ ଘରେ ରେଡ କରିଥିଲା ଭିଜିଲାନ୍ସ । ମୋଟ ଏକ କୋଟି 38 ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ ହୋଇଥିଲା । ରେଡ କରାଯାଇଥିବାବେଳେ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ସିପାହୀ ସହଦେଵ ପରିଡା ।
ଓଏସପି ସିପାହୀ ସହଦେଵ ପରିଡାଙ୍କୁ ବାନ୍ଧିଲା ଭିଜିଲାନ୍ସ - ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ
ଓଏସଏପି ସିପାହୀ ସହଦେବ ପରିଡ଼ା ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଅଧିକ ପଢନ୍ତୁ

ଓଏସପି ସିପାହୀ ସହଦେଵ ପରିଡାଙ୍କୁ ବାନ୍ଧିଲା ଭିଜିଲାନ୍ସ
ଏହାବି ପଢନ୍ତୁ :Vigilance Raid: ସିପାହୀ କହିଲେ ମୁଁ ନିର୍ଦ୍ଦୋଷ, ସହକର୍ମୀ ମୋତେ ଫସାଇଛନ୍ତି
କଟକରୁ ନାରାୟଣ ସାହୁ, ଇଟିଭି ଭାରତ