କରୋନା ପାଇଁ ବାତିଲ ହେଲା OPSC ପରୀକ୍ଷା - OPSC ପରୀକ୍ଷା
opsc-exam-cancel-due-to-corona
16:17 March 18
ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ OPSC ପରୀକ୍ଷା
କଟକ: କରୋନା ପାଇଁ ବାତିଲ ହୋଇଛି OPSC ପରୀକ୍ଷା । ଅନିର୍ଦ୍ଦିଷ୍ଟ କାଳ ପାଇଁ ପରୀକ୍ଷା ବାତିଲ କରିଛି OPSC ।
ସମସ୍ତ ଲିଖିତ ଓ ମୌକ୍ଷିକ ପରୀକ୍ଷା ବାତିଲ ନେଇ ଆଜି OPSC ପକ୍ଷରୁ ସୂଚନା ମିଳିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ
Last Updated : Mar 18, 2020, 5:57 PM IST