ଓଡିଶା

odisha

By

Published : Feb 4, 2022, 7:02 PM IST

ETV Bharat / city

ଓଡିଶା ହୋମ ପ୍ରାଇଭେଟ ଲିମିଟେଡ଼ର ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ

ଓଡିଶା ହୋମ ପ୍ରାଇଭେଟ ଲିମିଟେଡ଼ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ । ୧୮ ଏକର ୩୦ ଡେସିମିଲ ଭୂସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଓଡିଶା ହୋମ ପ୍ରାଇଭେଟ ଲିମିଟେଡ଼ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ
ଓଡିଶା ହୋମ ପ୍ରାଇଭେଟ ଲିମିଟେଡ଼ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ

କଟକ :ଓଡିଶା ହୋମ ପ୍ରାଇଭେଟ ଲିମିଟେଡ଼ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ । ନିର୍ଦ୍ଦେଶ ଦେଲେ କଟକ ସ୍ଥିତ ସ୍ୱତନ୍ତ୍ର ଓପିଆଇଡି କୋର୍ଟ। ୧୮ ଏକର ୩୦ ଡେସିମିଲ ଭୂସମ୍ପତ୍ତି ବ୍ୟାଜ୍ୟାପ୍ତି କଲେ କୋର୍ଟ।

ଓଡିଶା ହୋମ ପ୍ରାଇଭେଟ ଲିମିଟେଡ଼ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ

ବ୍ୟାଙ୍କ ଜମା ୮ ଲକ୍ଷ ୮୭ ହଜାର ଟଙ୍କା ମଧ୍ୟ ବ୍ୟାଜ୍ୟାପ୍ତି କରାଯାଇଛି । ଭୁବନେଶ୍ୱରରେ ଥିଲା ଚିଟଫଣ୍ଡ କମ୍ପାନୀର କାର୍ଯ୍ୟାଳୟ। ସୁଲଭ ମୂଲ୍ୟରେ ଆପାର୍ଟମେଣ୍ଟ ଯୋଗାଇ ଦେବାକୁ କହି ଲୋକଙ୍କୁ ଠକି ଥିଲା ଏହି ଚିଟଫଣ୍ଡ କମ୍ପାନୀ।

ଏହାବି ପଢନ୍ତୁ :ଉଭୟ ଭର୍ଚ୍ଚୁଆଲ-ଫିଜିକାଲ ମୋଡରେ ଚାଲିବ ହାଇକୋର୍ଟ କାର୍ଯ୍ୟ

ମୋଟ ୭ କୋଟି ୫୪ ଲକ୍ଷ ଠକେଇ କରିଥିବାର ଅଭିଯୋଗ ହୋଇଥିଲା। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ସୁବ୍ରତ ମହାନ୍ତି। ପୂର୍ବରୁ ୧୮ ଟି ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବ୍ୟାଜ୍ୟାପ୍ତି ହୋଇଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details