କଟକ: କଲ୍ୟାଣୀ ନଗର ଅନ୍ଦରପୁରରେ ବସ୍ତି ବାସିନ୍ଦାଙ୍କ ପାଇଁ ନିର୍ମାଣ ହୋଇଥିବା EWS ଘରକୁ ବେଆଇନ ଭାବେ ବିକ୍ରି କରି ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗରେ ଗିରଫ ରାଜା କରଣଙ୍କ ନାଁରେ ଆଉ ଏକ ଅଭିଯୋଗ । ତେବେ ଆଜି କଟକ ମହାନଗର ନିଗମ ପକ୍ଷରୁ ଏନେଇ ମଧୁପଟଣା ଥାନାରେ ଏତଲା ଦିଆଯାଇଛି । ସିଏମସିର ଏତଲା ପରେ ଆଉ ଏକ ମାମଲା ରୁଜ୍ଜୁ କରିଛି ମଧୁପାଟଣା ଥାନା ।
ଏହା ବି ପଢନ୍ତୁ:EWS SCAM, 3 ଦିନିଆ ରିମାଣ୍ଡରେ ଯିବ ରାଜା କରଣ