ଓଡିଶା

odisha

ETV Bharat / city

ଫନି ଫିଅର: ଶୂନଶାନ କଟକ, ଯାତାୟତ ଠପ୍‌

ସିଲଭରସିଟିରେ ତାଣ୍ଡବ ରଚୁଛି ଫନି । ଏହାର ପ୍ରଭାବରେ ସହରର ପ୍ରମୁଖ ସ୍ଥାନମାନଙ୍କରେ ଥିବା ବଡ଼ ବଡ଼ ଗଛ ଉପୁଡି ପଡିଛି । ଏଥିଯୋଗୁଁ ଠପ ହୋଇଛି ଯାତାୟତ ।

By

Published : May 3, 2019, 1:52 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ସିଲଭରସିଟିରେ ତାଣ୍ଡବ ରଚୁଛି ଫନି । ବାଉନ ବଜାର ତେପନ ଗଳିରେ ଛାଇଯାଇଛି ଭୟର ବାତାବରଣ । ଫନି ପ୍ରଭାବରେ ସହରର ପ୍ରମୁଖ ସ୍ଥାନମାନଙ୍କରେ ଥିବା ବଡ଼ ବଡ଼ ଗଛ ଉପୁଡି ପଡିଛି । ଏଥିଯୋଗ ରାସ୍ତା ଅବରୋଧ ହୋଇଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ଖବର ପାଇ ଓଡ୍ରାଫ ଟିମ୍‌ ଓ କମିଶନରେଟ ପୋଲିସ ଉକ୍ତ ସ୍ଥାନରେ ପହଁଞ୍ଚି କଟର ମେସିନରେ ରାସ୍ତା ସଫା କରିବାକୁ ଲାଗିପଡିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍ , ଇଟିଭି ଭାରତ

For All Latest Updates

ABOUT THE AUTHOR

...view details