ଓଡିଶା

odisha

ETV Bharat / city

ଫେବୃଆରୀ 9ରୁ OSSTET ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍ କାର୍ଡ - ଆଜି ଠାରୁ ମିଳିବ ଆଡମିଟ କାର୍ଡ

ଆସନ୍ତା ଫେବ୍ରୁଆରୀ ୯ ତାରିଖରେ ହେବ (Odisha Secondary School Teacher Eligibility Test) OSSTET ପରୀକ୍ଷା। ମୋଟ ୭୨ ହଜାର ୨୮୨ ଜଣ ପରୀକ୍ଷାର୍ଥୀ ଦେବେ ଏହି ପରୀକ୍ଷା । ଅଧିକ ପଢନ୍ତୁ

OSSTET
OSSTET

By

Published : Jan 25, 2022, 6:39 PM IST

କଟକ: ଆସନ୍ତା ଫେବ୍ରୁଆରୀ ୯ ତାରିଖରେ ହେବ (Odisha Secondary School Teacher Eligibility Test) OSSTET ପରୀକ୍ଷା। ମୋଟ ୭୨ ହଜାର ୨୮୨ ଜଣ ପରୀକ୍ଷାର୍ଥୀ ଦେବେ ଏହି ପରୀକ୍ଷା ।

ଫେବ୍ରୁଆରୀ 9 ରୁ OSSTET ପରୀକ୍ଷା, ଆଜି ଠାରୁ ମିଳିବ ଆଡମିଟ କାର୍ଡ

ଏଥି ପାଇଁ ସାରା ରାଜ୍ୟରେ ୩୩୮ ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ସକାଳ ୯ ଟାରୁ ୧୧ ଟା ୩୦ ରେ ପେପର- ୧ ପରୀକ୍ଷା ହେବ। ଅପରାହ୍ନ ୧ ଟାରୁ ୩ ଟା ୩୦ ଯାଏ ଚାଲିବ ପେପର- ୨ ପରୀକ୍ଷା। ପରୀକ୍ଷାର୍ଥୀ ମାନେ ବୋର୍ଡ ୱେବସାଇଟରୁ ସେମାନଙ୍କ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ଆଜି ସନ୍ଧ୍ୟା ରୁ ଏହି ଆଡମିଟ କାର୍ଡ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details