କଟକ: 2020କୁ ବିଦାୟ ଦେଇ ନୂଆବର୍ଷରେ ପଦାର୍ପଣ କଲା ବିଶ୍ବ । କୋରୋନା କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିରୋ ନାଇଟ ସେଲିବ୍ରେସନରେ ପ୍ରତିବନ୍ଧକ ଲଗାଇଥିଲେ । କଟକରେ ଜୋରଦାର ଚେକିଂ ଓ ବ୍ଳକିଙ୍ଗ କରାଯାଇଥିଲା ।
କଟକରେ ନାଇଟ କର୍ଫ୍ୟୁ, ଅମାନିଆଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ - ନୂଆବର୍ଷ
2020କୁ ବିଦାୟ ଦେଇ ନୂଆବର୍ଷରେ ପଦାର୍ପଣ କଲା ବିଶ୍ବ । କୋରୋନା କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିରୋ ନାଇଟ ସେଲିବ୍ରେସନରେ ପ୍ରତିବନ୍ଧକ ଲଗାଇଥିଲେ । କଟକରେ ଜୋରଦାର ଚେକିଂ ଓ ବ୍ଳକିଙ୍ଗ କରାଯାଇଥିଲା ।
![କଟକରେ ନାଇଟ କର୍ଫ୍ୟୁ, ଅମାନିଆଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ କଟକରେ ନାଇଟ କର୍ଫ୍ୟୁ ଜୋରଦାର](https://etvbharatimages.akamaized.net/etvbharat/prod-images/768-512-10077160-thumbnail-3x2-ctc.jpg)
କଟକରେ ନାଇଟ କର୍ଫ୍ୟୁ ଜୋରଦାର
କଟକରେ ନାଇଟ କର୍ଫ୍ୟୁ ଜୋରଦାର
ପୋଲିସ କମିଶନର ଟୁଇନ ସିଟିରେ ଗତକାଲି(ଗୁରୁବାର)ରାତି 10 ଟା ଠାରୁ 144 ଧାରା ଲାଗୁ କରିଥିଲେ । କୌଣସି ବି ଗାଡି ଚାଳକ ଯଦି ବିନା କାରଣରେ ଗାଡି ନେଇ ରାଜ ରାସ୍ତାକୁ ଆସୁଥିଲେ ତାଙ୍କ ବିରୁଦ୍ଧରେ ସଙ୍ଗେ ସଙ୍ଗେ ଦୃଡ଼ କାର୍ଯ୍ୟାନୁଷ୍ଠାନ ନେଇଛି କମିଶନରେଟ ପୋଲିସ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ