କଟକ :ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା ଥମିବାର ନାଁ ନେଉନି । ମମିତାଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ସଂଗଠନ ଆଗେଇ ଆସୁଥିବା ବେଳେ ଆଜି(ଗୁରୁବାର) ଓଡ଼ିଶା ଡ଼ିଜିପିଙ୍କୁ ଭେଟିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା । ଏ ନେଇ ସେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।
ମମିତା ମେହେର ହତ୍ୟା ଘଟଣାରେ ଡ଼ିଜିଙ୍କ କାର୍ଯ୍ୟାଳୟରେ କୌଣସି ସୂଚନା ନାହିଁ। ତଦନ୍ତ ଓ ଚାର୍ଜସିଟ ସମ୍ବନ୍ଧରେ ଡ଼ିଜିଙ୍କ ପାଖରେ କୌଣସି ସୂଚନା ନାହିଁ। ପୁନର୍ବାର ଏହି ଘଟଣାରେ ମନ୍ତ୍ରୀଙ୍କୁ ପଚରାଉଚରା କରି ଚାର୍ଜସିଟରେ ନାଁ ଦାଖଲ କରିବାର ଆବଶ୍ୟକତା ରହିଛି।
ଏହାବି ପଢନ୍ତୁ :Political Violence: ଗଞ୍ଜାମରେ ଜାଳିଦେଲେ କାର ସମେତ ପୋଷ୍ଟର ପାମ୍ପଲେଟ