କଟକ:ବର୍ଷାଙ୍କ ନାଁରେ ପାଲଟା ଅଭିଯୋଗ ଆଣିଲେ ଅନୁଭବ । ନିଜ ଲେଟର ପ୍ୟାଡ଼ରେ ଡିଜିପିଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ଅନୁଭବ।
କିଛି ଦିନ ତଳେ ଏକ ଫୋନ ବାର୍ତ୍ତାଳାପ ଭାଇରାଲ ହୋଇଥିଲା । ଯେଉଁ ବାର୍ତ୍ତାଳାପ ବର୍ଷା ତାଙ୍କ ଦୁଇ ଭଉଣୀଙ୍କ ମଧ୍ୟରେ ହୋଇଥିଲା। ଏଥିରେ ଅନୁଭବ ଓ ତାଙ୍କ ପରିବାର ଲୋକଙ୍କ ବାବଦରେ ଆଲୋଚନା ହୋଇଥିବା ଅଭିଯୋଗ ହୋଇଥିଲା।