କଟକ: ଜିଲ୍ଲାରେ ସୋମବାର 40 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ କଟକ ମହାନଗର ନିଗମରୁ ସର୍ବାଧିକ 28 ପଜିଟିଭ ଚିହ୍ନଟ ହୋଇଛନ୍ତି ।
କଟକକୁ କୋରୋନା ଭୟ, ପୁଣି 40 କୋରୋନା ପଜିଟିଭ - 40 କୋରୋନା ପଜିଟିଭ
ସୋମବାର କଟକରୁ 40 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ କଟକ ମହାନଗର ନିଗମରୁ ସର୍ବାଧିକ 28 ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...
କଟକକୁ କୋରୋନା ଭୟ, ପୁଣି 40 କୋରୋନା ପଜିଟିଭ
ସେହିପରି ବାରଙ୍ଗ ଅଞ୍ଚଳରୁ 4, କଟକ ସଦରରୁ ଜଣେ, ନିଆଳିରୁ 7 ପଜିଟିଭ ଚିହ୍ନଟ କରାଯାଇଛି । କଟକ ମହାନଗର ନିଗମରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ଆକ୍ରାନ୍ତ ବୋଲି ସୂଚନା ମିଳିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ