କଟକ: ବିଶ୍ୱ ଯୋଗ ସ୍ପୋର୍ଟସ ଚମ୍ପିୟାନସିପରେ ଓଡିଶା ତଥା କଟକରୁ 4 ପ୍ରତିଯୋଗୀ ମେଡାଲ ଜିତିଛନ୍ତି । ଏହି କୀର୍ତ୍ତିମାନ ପାଇଁ ଏହି 4 ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଏତେ କମ ବୟସରେ ଯୋଗରେ ଏତେ ବଡ଼ ସ୍ଥାନ ହାସଲ ପାଇଁ କଟକ ସର୍ବଦା ଗର୍ବିତ ବୋଲି କହିଛନ୍ତି ମୋକିମ।
ବିଶ୍ୱ ଯୋଗ ସ୍ପୋର୍ଟସ ଚମ୍ପିୟାନସିପରେ ମେଡାଲ ଜିତିଲେ ୪ ପ୍ରତିଯୋଗୀ, ପୁରସ୍କୃତ କଲେ ବିଧାୟକ ମୋକିମ - ବିଶ୍ୱ ଯୋଗ ସ୍ପୋର୍ଟସ ଚମ୍ପିୟାନସିପ
ବିଶ୍ୱ ଯୋଗ ସ୍ପୋର୍ଟସ ଚମ୍ପିୟାନସିପରେ ଓଡିଶା ତଥା କଟକରୁ 4 ଜଣ ପ୍ରତିଯୋଗୀ ମେଡାଲ ଜିତିଛନ୍ତି । ଏହି କୀର୍ତ୍ତିମାନ ପାଇଁ ଏହି 4 ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଅଧିକ ପଢନ୍ତୁ
ଓଡିଶାରେ ଯୋଗ ଦିଗରେ ସରକାର ନିଷ୍କ୍ରିୟ ,ଦୃଷ୍ଟି ଦେଲେ ଆସିବେ ଅନେକ ପ୍ରତିଭା
ଅନ୍ୟପଟେ ରାଜ୍ୟ ସରକାର ଯୋଗକୁ ଅଣଦେଖା କରୁଛନ୍ତି । ଯେଉଁ ପ୍ରାଧାନ୍ୟ ମିଳିବା କଥା ଏଯାବତ କ୍ରୀଡା ହିସାବରେ ତାହା ମିଳି ପାରିନାହିଁ । ଆଗାମୀ ଦିନରେ ଯୋଗକୁ ରାଜ୍ୟ ସରକାର ଫୋକସ କଲେ ଅନେକ ପ୍ରତିଭାବାନ ଖେଳାଳି ବିଶ୍ୱ ଦରବାରରେ ଓଡିଶାକୁ କରିବେ ଗର୍ବିତ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ