କଟକ: ବ୍ରହ୍ମପୁର ବସ ଦୁର୍ଘଟଣାରେ ଏସସିବିରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ବିଧାୟିକା ଉଷାଦେବୀ । ଆହତଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ମନ୍ତ୍ରୀ ଓ ବିଧାୟକ । ଏସସିବିରେ ଚିକିତ୍ସିତ ହେଉଥିବା 8 ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେପଟେ, ସମସ୍ତ ଗୁରୁତର ଆହତମାନଙ୍କୁ ଆଇସିୟୁରେ ରଖି ଚିକିତ୍ସିତ କରାଯାଉଛି । ସ୍ବତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ଚିକିତ୍ସାକୁ ନେଇ ରୋଗୀମାନେ ଖୁସି ଥିବା ବିଧାୟିକା ଉଷାଦେବୀ କହିଛନ୍ତି।
ବ୍ରହ୍ମପୁର ବସ ଦୁର୍ଘଟଣା: ଆହତଙ୍କୁ ଏସସିବିରେ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ - ଆହତଙ୍କୁ ଏସସିବିରେ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ
କଟକ ଏସସିବିରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ ଓ ବିଧାୟକ । ଏହାସହ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଅଧିକ ପଢନ୍ତୁ...
ଆହତଙ୍କୁ ଏସସିବିରେ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ
ଆହତଙ୍କୁ ଏସସିବିରେ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ
କଟକରୁ ନାରାୟଣ ସାହୁ, ଇଟିଭି ଭାରତ