କଟକ: ପୁରୀ ଗଣଦୁଷ୍କର୍ମ ମାମଲା ମନରୁ ନ ଲିଭୁଣୁ ସିଲଭର ସିଟିରୁ ଆସିଲା ଦୁଷ୍କର୍ମ ଅଭିଯୋଗ । ବାଦାମବାଡି ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।
ସିଲଭର ସିଟିରେ ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ ! - minor girl rape allegation
କଟକରେ ଲଜ୍ଜା । ବାଦାମବାଡ଼ି ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଧିକ ପଢନ୍ତୁ...
![ସିଲଭର ସିଟିରେ ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ ! minor girl rape allegation i](https://etvbharatimages.akamaized.net/etvbharat/prod-images/768-512-5301498-thumbnail-3x2-rape.jpg)
କଟକରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ଏନେଇ ବାଦାମବାଡି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଏଥିସହ ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ