କଟକ: ସାଲେପୁର ହାଇସ୍କୁଲର ନୂତନ ଅଡ଼ିଟୋରିୟମ ଏବଂ ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ତଥା ଶୁଭ ଉଦଘାଟନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା । ତାଙ୍କ ସହ ସ୍ଥାନୀୟ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମଧ୍ୟ ଉପସ୍ଥିତ ଥିଲେ।
ସାଲେପୁରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମନ୍ତ୍ରୀ - aruno sahoo
ସାଲେପୁର ହାଇସ୍କୁଲର ନୂତନ ଅଡ଼ିଟୋରିୟମ ଏବଂ ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ତଥା ଶୁଭ ଉଦଘାଟନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା । ଅଧିକ ପଢନ୍ତୁ...
ସାଲେପୁରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମନ୍ତ୍ରୀ
ସାଲେପୁରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମନ୍ତ୍ରୀ
କୋଭିଡ କଟକଣା ମାନି ଏହି ଦୁଇ କାର୍ଯ୍ୟକ୍ରମ ସମାପନ ହେବା ସହ ଆଗକୁ ସାଲେପୁର ଅଞ୍ଚଳର ଏହି ଦୁଇ ସର୍ବ ପୁରାତନ ଶିକ୍ଷାନୁଷ୍ଠାନର କିଭଳି ଆହୁରି ଅଧିକ ଉନ୍ନତି ହେବ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।
କଟକରୁ ପ୍ରଭୂକଲ୍ୟାଣ ପାଲ, ଇଟିଭି ଭାରତ