କଟକ: ଆଉ ମାତ୍ର କିଛି ସମୟ ପରେ ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ତେବେ ରେଜଲ୍ଟକୁ ନେଇ କୌଣସି ବିବାଦ ହେବ ନାହିଁ ବୋଲି ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ।
ସଠିକ ମୂଲ୍ୟାୟନ ହୋଇଛି । ତେବେ ଫଳ ପ୍ରକାଶକୁ ନେଇ ଅନେକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା ବୋଲି ବୋର୍ଡ ସମ୍ପାଦକ କହିଛନ୍ତି। ସୂଚନା ଅନୁସାରେ, ଚଳିତ ବର୍ଷ 5 ଲକ୍ଷ 60 ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।