କଟକ: ଆସନ୍ତାକାଲି ଆରମ୍ଭ ହେଉଛି ମାଟ୍ରିକ ଖାତାଦେଖା। 61 ଟି ମୂଲ୍ୟାୟନ କେନ୍ଦ୍ରରେ 16ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଖାତାଦେଖାରେ ସାମିଲ ହେବେ। ତେବେ କୋରୋନା ପାଇଁ ସତର୍କତାର ସହ ଖାତାଦେଖିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତାକାଲିଠୁ ମାଟ୍ରିକ ଖାତାଦେଖା, ଏକ ମିଟର ଦୂରତାରେ ରହି ଖାତା ଦେଖିବେ ଶିକ୍ଷକ - ମାଟ୍ରିକ ଖାତାଦେଖା
ଆସନ୍ତାକାଲି ଆରମ୍ଭ ହେଉଛି ମାଟ୍ରିକ ଖାତାଦେଖା। କୋରୋନା ପାଇଁ ନିଆଯାଇଛି ବିଭିନ୍ନ ପଦକ୍ଷେପ । ଏକ ମିଟର ଦୂରତାରେ ରହି ଖାତା ଦେଖିବେ ଶିକ୍ଷକ । ଅଧିକ ପଢନ୍ତୁ...

ଆସନ୍ତାକାଲିଠୁ ମାଟ୍ରିକ ଖାତାଦେଖା, ଏକ ମିଟର ଦୂରତାରେ ରହି ଖାତା ଦେଖିବେ ଶିକ୍ଷକ
ଆସନ୍ତାକାଲିଠୁ ମାଟ୍ରିକ ଖାତାଦେଖା, ଏକ ମିଟର ଦୂରତାରେ ରହି ଖାତା ଦେଖିବେ ଶିକ୍ଷକ
ବିଭିନ୍ନ ପର୍ଯ୍ୟାୟରେ ଅର୍ଥାତ ମୂଲ୍ୟାୟନ କେନ୍ଦ୍ରରେ ଭିଡ ଯେପରି ନ ରହେ ତାହା ପାଇଁ ପଦକ୍ଷେପ ନିଆଯାଇଛି। ବିଶେଷକରି ପର୍ଯ୍ୟାୟ କ୍ରମେ ଶିକ୍ଷକମାନେ ଖାତା ଦେଖିବେ। ଏକ ମିଟର ଦୂରତାରେ ରହି ଶିକ୍ଷକମାନେ ଖାତା ଦେଖିବେ। ସେହିପରି ସାନିଟାଇଜର ବ୍ୟବହାର କରିବା ଉପରେ ଗୁରୁତ୍ବ ଦିଆଯାଇଥିବା ବୋର୍ଡ ସଭାପତି କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Mar 17, 2020, 1:20 PM IST