କଟକ: ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ । ବାଘମରା ଗ୍ରାମ ନିରଞ୍ଜନ ଦାସଙ୍କ ଗୁହାଳରେ 6 ମେଣ୍ଢା ମରିଥିବାବେଳେ 5 ଗୁରୁତର ହୋଇଛନ୍ତି । ଯାହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ପୁଣି ଏକ ଭୟର ବାତାବରଣ ଖେଳିଯାଇଛି । ପୁଣି ଅଜଣା ଜନ୍ତୁ ଆସିଛି କି ?
ନିଆଳିରେ ଗଡ଼ିଲା ପୁଣି ମେଣ୍ଢା ମୁଣ୍ଡ, ଅଜଣା ଜନ୍ତୁ ଫେରିବା ନେଇ ଆଶଙ୍କା - ନିଆଳିରେ ଗଡ଼ିଲା ପୁଣି ମେଣ୍ଢା ମୁଣ୍ଡ
ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ । ବାଘମରା ଗ୍ରାମ ନିରଞ୍ଜନ ଦାସଙ୍କ ଗୁହାଳରେ 6 ମେଣ୍ଢା ମରିଥିବାବେଳେ 5 ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...
ନିଆଳିରେ ଗଡ଼ିଲା ପୁଣି ମେଣ୍ଢା ମୁଣ୍ଡ, ଆସିଲା କି ଅଜଣା ଜନ୍ତୁ ?
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ